ହରିଦାସପୁର-ପାରାଦୀପ ନୂଆ ରେଳପଥ ସ୍ଲାବ୍‌ ଧସିଲା

ଚଣ୍ଡିଖୋଲ: ହରିଦାସପୁର-ପାରାଦୀପ ନୂତନ ରେଳପଥରେ ଏବେ ମାଲଗାଡ଼ି ଚଳାଚଳ ଆରମ୍ଭ ହୋଇଥିବାବେଳେ ରେଳଲାଇନ୍ ବିଭିନ୍ନ ସ୍ଥାନରୁ ମାଟିବନ୍ଧ ଧସିବା ସହିତ ପଥର ପ୍ୟାକିଂ ଭୁଶୁଡ଼ିବାରେ ଲାଗିଛି। ହରିଦାସପୁର ଠାରୁ ୨୨ କିମି ଦୂର ପଲାଇ ଗ୍ରାମ ନିକଟରେ ଥିବା ଲଳିତଗିରି ରେଳଷ୍ଟେସନ ଗୃହର ସାମ୍ନା କଂକ୍ରିଟ୍ ପଥର ପ୍ୟାକିଂ ସାଇଟ୍‌ରୁ ୫୦ ଫୁଟ୍ ସ୍ଲାବ୍‌ ଭାଙ୍ଗି ପଥର ଭୁଶୁଡ଼ି ପଡ଼ିଛି। ଠିକ୍ ସେହି ସ୍ଥାନରୁ ୨୦୦ ଫୁଟ୍ ଲମ୍ବର ମାଟିବନ୍ଧ … Continue reading ହରିଦାସପୁର-ପାରାଦୀପ ନୂଆ ରେଳପଥ ସ୍ଲାବ୍‌ ଧସିଲା